ଯେ ନର ନବୁଝେ ମାନ-ଅପମାନ, ନୁହଇ କି ସେହୁ ପଶୁର ସମାନ? ଯା ଭାଷା ଦୁର୍ବଳା କାହିଁ ତାର ଜ୍ଞାନ? ଉଚ୍ଚହେବାପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା